Jump to content

ନୂଆ ଖାଇ

ଉଇକିଅଭିଧାନ‌ରୁ

ନୂଆ ଖାଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଏହି ଅର୍ଥରେ ନୟା କରନା)

[ସମ୍ପାଦନା]

ନବାନ୍ନ ଉତ୍ସବ; ନୂଆଖିଆ — The ceremony of taking the new rice for the year.

[ଦ୍ରଷ୍ଟବ୍ୟ —ଗ୍ରାମର ସବୁ ଗୃହସ୍ଥ ପ୍ରତିବର୍ଷ ଭାଦ୍ର ଶୁକ୍ଲାପକ୍ଷରେ ଶୁଭଦାନ ସ୍ଥିର କରି ସେ ବର୍ଷର ନୂଆଧାନର ଚାଉଳ ରାନ୍ଧି କରନ୍ତି ଏବଂ ଗାଉଣା ବାଜଣା କରି ଉତ୍ସବ ପାଳନ୍ତି ସନ୍ଧ୍ୟାବେଳେ ସମସ୍ତେ ଆମିଷ ଭୋଜନ କରି ଶୁଅନ୍ତି ଆମିଷ ଖାଇ ନ ଥିବା ବ୍ୟକ୍ତି ପର ଜନ୍ମରେ ବକ ଯୋନିରେ ଜନ୍ମ ହେବ ବୋଲି ସେମାନଙ୍କର ବିଶ୍ୱାସ]