ନୃ
ନର; ମନୁଷ୍ୟ —Man.
[ଦ୍ରଷ୍ଟବ୍ୟ —ଏହା ନର ଅର୍ଥରେ ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଲାଗେ ଯଥା—ନୃଘ୍ନ, ନୃମୁଣ୍ଡ, ନୃସିଂହ, ନୃକେଶରୀ, ନୃପତି ଇତ୍ୟାଦି]