Jump to content

ନୃତ୍ୟ

ଉଇକିଅଭିଧାନ‌ରୁ

ନୃତ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନୃତ୍ ଧାତୁ+ଭାବ. ଯ)

[ସମ୍ପାଦନା]
୧. ତାଳ; ମାନ; ରସାଶ୍ରୟ ଓ ବିଳାସସମନ୍ୱିତ ଅଙ୍ଗବିକ୍ଷେପ; ନାଟ; ନାଚ; ନର୍ତ୍ତକ — ୧. Dancing.

[ଦ୍ରଷ୍ଟବ୍ୟ —ପୁରୁଷର ନୃତ୍ୟକୁ 'ତାଣ୍ଡବ' ଓ ସ୍ତ୍ରୀର ନୃତ୍ୟକୁ 'ଲାସ୍ୟ' ବୋଲାଯାଏ]

୨. ତାମାସା —Mimicry; sports.
୩. ଅଚେତନ ପହାର୍ଥର କମ୍ପନ — ୩. The shaking of an inanimate object.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅଙ୍ଗବିକ୍ଷେପ ସହ କଳହ — ୧. A quarrel accompanied with jumping and waving of the limbs.
୨. ଲୀଳା; ଖେଳ; କ୍ରିଡ଼ା —୨. Game; sport.