Jump to content

ନୃପତି

ଉଇକିଅଭିଧାନ‌ରୁ

ନୃପତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନୃ+ ପତି)

[ସମ୍ପାଦନା]
୧. ନରପତି; ରାଜା — ୧. King (literally the lord of man.)
୨. କୁବେର (ପ୍ରକୃତିବାଦ) — ୨. The Hindu God of riches.