ନୃପପ୍ରିୟ
ଦେଖଣା
ନୃପପ୍ରିୟ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - ଫୁ. (୬ଷ୍ଠୀ ତତ; ନୃପ+ପ୍ରିୟ)
ରାଜାଙ୍କ ପ୍ରିୟ — Beloved or liked by the king; in the favour of a king.,
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବଂଶବିଶେଷ; ଏକ ଜାତୀୟ ବାଉଁଶ ଗଛ — ୧. A kind of bamboo.
- ୨. ରାଜପଲାଣ୍ଡୁ —୨. Onion.
- ୩. ଶାଳି ଧାନ୍ୟ —୩. Winter paddy.
- ୪. ଆମ୍ୱ —୪. Mango.
- ୫. ପାହାଡ଼ୀଶୁଆ; ନାହାକ ଶୁଆ (ହିନ୍ଦୀ - ଶ) — ୫. A kind of big parrot.
- ୬. କାଣ୍ଡଶର (ହିନ୍ଦୀ - ଶ) —୬. A kind of reed.