ନୃପମାନ
(ନୃପାଭୀର—ଅନ୍ୟରୂପ)
ପୂର୍ବେ ରାଜାଙ୍କ ଭୋଜନ ସମୟରେ ବଜା ଯାଉଥିବା ଏକ ପ୍ରକାର ବାଜା (ହିନ୍ଦୀ - ଶବ୍ଦସାଗର) — A kind of musical instrument which was sounded during roya' meal in ancient times.