Jump to content

ନୃପ ସୁତା

ଉଇକିଅଭିଧାନ‌ରୁ

ନୃପ ସୁତା

ଉଚ୍ଚାରଣ

[ସମ୍ପାଦନା]
(ନୃପସୁତା—ଫୁ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (୬ଷ୍ଠୀ ତତ୍; ନୃପ+ସୁତା)

[ସମ୍ପାଦନା]
୧. ରାଜକନ୍ୟା — ୧. A king's daughter.
୨. ଚୁଚୁନ୍ଦୁରା (ହିନ୍ଦୀ - ଶ) —୨. Shrew; mole.