Jump to content

ନୃମଣି

ଉଇକିଅଭିଧାନ‌ରୁ

ନୃମଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ନୃ +ମଣି)

[ସମ୍ପାଦନା]
୧. ନରଶ୍ରେଷ୍ଠ — ୧. Chief amongst men.
୨. ନୃପତି; ରାଜା —୨. King.