Jump to content

ନୃଯଜ୍ଞ

ଉଇକିଅଭିଧାନ‌ରୁ

ନୃଯଜ୍ଞ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ନୃ+ଯଜ୍ଞ)

[ସମ୍ପାଦନା]

ଗୃହସ୍ଥର ପ୍ରତ୍ୟହକର୍ତ୍ତବ୍ୟ ପଞ୍ଚଯଜ୍ଞର ଅନ୍ତର୍ଗତ ଅତିଥିପୂଜନରୂପ କର୍ମ — Hospitality; one of the five duties enjoined on a householder.