Jump to content

ନୃଶଂସ

ଉଇକିଅଭିଧାନ‌ରୁ

ନୃଶଂସ

ଉଚ୍ଚାରଣ

[ସମ୍ପାଦନା]
(ନୃଶଂସା—ସ୍ତ୍ରୀ) 

(ନୃଶଂସତା—ବି)

ସଂସ୍କୃତ - ବିଶେଷଣ - ଫୁ (ନୃ=ନର+ଶନ୍ସ ଧାତୁ=ହିଂସା କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ନିର୍ଦ୍ଦୟ; କ୍ରୁର — ୧. Cruet; unkind; merciless; noxious.
୨. ହିଂସ୍ର; ହିଂସାପରାୟଣ —୨. Malicious.
୩. ପରାନିଷ୍ଟକାରୀ —୩. Malevolent;l malignant.