ନୃସିଂହ ପୁରାଣ
ଦେଖଣା
ନୃସିଂହ ପୁରାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁଙ୍କ ନୃସିଂହ ଅବତାରର ଲୀଳା ବର୍ଣ୍ଣନାତ୍ମକ ଉପପୁରାଣବିଶେଷ —Name of a secondary Purāṇa anumerating the exploits of the incarnation of Nṛusiṁha.
[ଦ୍ରଷ୍ଟବ୍ୟ —ପୀତାମ୍ୱର ଦାସଙ୍କ ରଚିତ ସପ୍ତରତ୍ନାକର ବା ଖଣ୍ଡବିଶିଷ୍ଟ ଓଡ଼ିଆଭାଷାରେ ନୃସିଂହ ପୁରାଣରେ ନୃସିଂହ ଅବତାରରେ ମୁରାସୁରବଧ ବିଷୟ ବର୍ଣ୍ଣିତ ହୋଇଅଛି; କିନ୍ତୁ ହିରଣ୍ୟକଶିପୁ ବଧ ବିଷୟ ନାହିଁ ଏହା କୌଣସି ସଂସ୍କୃତ ଗ୍ରନ୍ଥର ଅନୁବାଦ ନୁହେଁ ବୋଲି ଅନୁମିତ ହୁଏ., କିନ୍ତୁ ନୃସିଂହପୁରାଣ ନାମରେ ସଂସ୍କୃତରେ ଏକ ଉପପୁରାଣ ଥିବାର ହିନ୍ଦୀ - ଶବ୍ଦସାଗରେ ଉଲ୍ଲେଖ ଅଛି]