Jump to content

ନେଇ

ଉଇକିଅଭିଧାନ‌ରୁ

ନେଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲେଇ (ଦେଖ) - Lei (See)

ଦେଶଜ - ଅ

[ସମ୍ପାଦନା]

ବିଷୟରେ; ସମ୍ୱନ୍ଧରେ; ସଂପର୍କରେ Concerning.

(ଯଥା— ଏ କଥା ନେଇ ତାଙ୍କର ମୋର ବହୁତ ବିବାଦ ଲାଗିଲା)

(ନେଇଁ—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ଅ

[ସମ୍ପାଦନା]

ନଞ୍ଜାର୍ଥକ ନ; ନାଁ; ନାହିଁ —Not.

[ଦ୍ରଷ୍ଟବ୍ୟ —ଏହା କ୍ରିୟାର ପୂର୍ବରେ ଲାଗେ—ଇଯୁଗେ କଁଠି (ଲଙ୍ଗଳ କଣ୍ଠିରେ) ହାତ ନେଇ ଦେଲେ ଆର୍ କାମ୍ ନେଇ ଚଲେ କ୍ରିୟାପରେ ମଧ୍ୟ ଏହା ଲାଗେ ଯଥା କହନେଇଁ—କହନା]