Jump to content

ନେଉଆର

ଉଇକିଅଭିଧାନ‌ରୁ

ନେଉଆର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନେବର୍; ନେବାର୍—ଅନ୍ୟରୂପ)

ବୈଦେଶିକ - . ବିଶେଷ୍ୟ - (ଫାରାସୀ - ନେବାର)

[ସମ୍ପାଦନା]
୧. ଲେବାର୍; ସୂତାର ମୋଟା ଓ ଚଉଡ଼ା ଫିତା —୧. Cotton tape.

[ଦ୍ରଷ୍ଟବ୍ୟ —ଏଥିରେ ପଲଙ୍କ ଆଦି ବୁଣାଯାଏ]

୨. ନେପାଳର ଆଦିମ ଅଧିବାସୀଗଣ — ୨. The orginal inhabitants of Nepal.