Jump to content

ନେଉତା

ଉଇକିଅଭିଧାନ‌ରୁ

ନେଉତା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ନିମନ୍ତ୍ରଣ; ତୁଳ. ହିନ୍ଦୀ - ନ୍ୟୋତା)

[ସମ୍ପାଦନା]
୧. ନିମନ୍ତ୍ରଣ —୧. Invitation.
୨. ଭୋଜୀ —୨. Feast.
୩. ବିବାହ ଆଦି ଉତ୍ସବରେ ଯୋଗ ଦେବାପାଇଁ ବନ୍ଧୁ— ବାନ୍ଧବଙ୍କୁ ନିମନ୍ତ୍ରଣ —୩. Invitation to friends & relatives to attend a family-festival.