Jump to content

ନେଉଳି ମାଛ

ଉଇକିଅଭିଧାନ‌ରୁ

ନେଉଳି ମାଛ

ଉଚ୍ଚାରଣ

[ସମ୍ପାଦନା]

[ନେଉଳି—ଅନ୍ୟରୂପ]

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଲିଗରଡ଼ାମାଛଙ୍କର ଜାଆଁଳ — The fry of Bāligaraṟḍ̠ā fish.

[ଦ୍ରଷ୍ଟବ୍ୟ —ଏମାନେ ପଞ୍ଝା ପଞ୍ଝା ହୋଇ ଅଳ୍ପ ସ୍ରୋତାବିଶିଷ୍ଟ ଅଗଭୀର ଜଳରେ ସ୍ରୋତର ପ୍ରତିକୂଳରେ ଗତି କରନ୍ତି ଏମାନେ ପ୍ରାୟ ଏକ ଌଞ୍ଚ ଲମ୍ୱ ହୁଅନ୍ତି]