Jump to content

ନେଉଳ ଭାଇ

ଉଇକିଅଭିଧାନ‌ରୁ

ନେଉଳ ଭାଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(କାହାଣୀ)—ଯେଉଁ ବ୍ୟକ୍ତି କାହାଣୀକଥିତ ନେଉଳ ପରି ଅପ୍ରତ୍ୟାଶିତ ଭାବରେ ସବୁଠାରେ ଉପସ୍ଥିତ ହେବାର ଦେଖାଯାଏ —A person (like the mongoose in the folktale) Who is found wherever and whenever he is wanted to save a situation.

[ଦ୍ରଷ୍ଟବ୍ୟ —କାହାଣୀରେ ଅଛି ସେ ନେଉଳ ଭାଇକୁ ଅନ୍ୟ ସଙ୍ଗୀ ଭାଇମାନେ ଆଦର କରନ୍ତି ନାହିଁ ଏବଂ ସାଙ୍ଗରେ ଯିବାକୁ ଡ଼ାକନ୍ତି ନାହିଁ; କିନ୍ତୁ ଯେତେବେଳେ ସେମାନଙ୍କୁ ଅସମୟ ବା ଆପଦ ପଡ଼େ ସେତେବେଳେ ପୁଣି ସେମାନେ ନେଉଳଭାଇକୁ ଖୋଜନ୍ତି ଓ ଖୋଜିଲାବେଳକୁ ନେଉଳଭାଇ ଖୋଜାପଡ଼ିବା ସ୍ଥାନରେ ହାଜର ହୁଏ ଏବଂ ସେମାନଙ୍କୁ ଆପଦରୁ ରକ୍ଷା କରେ]