Jump to content

ନେକି ବଦି

ଉଇକିଅଭିଧାନ‌ରୁ

ନେକି ବଦି

ଉଚ୍ଚାରଣ

[ସମ୍ପାଦନା]

ନେକବଦି, ନେକିବଦ୍ଦି, ନେକେଇବଦେଇ ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନେକୀ ବଦୀ)

[ସମ୍ପାଦନା]
୧. ପ୍ରଶଂସା ଓ ନିନ୍ଦା — ୧. Praise and blame.
୨. ଦାୟିତ୍ୱ — ୨. Responibility.
୩. ହିତ ଓ ଅହିତ — ୩. Benefit and injury.