Jump to content

ନେକ୍

ଉଇକିଅଭିଧାନ‌ରୁ

ନେକ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଆଚ୍ଛା; ଉତ୍ତମ — ୧. Good.
୨. ସହଚରଣବିଶିଷ୍ଟ — ୨. Of good conduct.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ପୂର୍ବେ ଯୁକ୍ତ ହୋଇ ବ୍ୟବହୃତ ହୁଏ; ଯଥା—ନେକ୍ ନଜର୍, ନେକ୍ ନାମ ]