ନେକ୍ନାମି
ଦେଖଣା
(ନେକ୍ନାମିରୁ ଲେଉଟି ଆସିଛି)
ନେକ୍ନାମି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ନେକ୍ନାମୀ)
[ସମ୍ପାଦନା]- ୧. ସୁନାମୀ; ସୁଯଶଃ; ସୁଖ୍ୟାତି —୧. Good name; reputation.
- ୨. ଯଶଃ; ପ୍ରସିଦ୍ଧ —୨. Fame; renown.
- ୩. ବାବାଦୁରି; ପ୍ରଶଂସା —୩. Praise.
ହଜୁରଙ୍କ କେରାମତ ନେକନାମି ଦୁନିଆରେ ଜାହେ଼ର ଫକୀରମୋହନ. ଛମାଣ ଆଠଗୁଣ୍ଠ
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ନେକ୍ନାମ)
[ସମ୍ପାଦନା]ସୁଖ୍ୟାତିଯୁକ୍ତ — Renowned.