Jump to content

ନେକ୍‌ନାମ୍

ଉଇକିଅଭିଧାନ‌ରୁ
(ନେକ୍ନାମ୍ରୁ ଲେଉଟି ଆସିଛି)

ନେକ୍‌ନାମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନେକ୍ନାମୀ)

[ସମ୍ପାଦନା]
୧. ସୁନାମ; ସୁଯଶଃ; ସୁଖ୍ୟାତି —୧. Good name; reputation.
୨. ଯଶଃ; ପ୍ରସିଦ୍ଧ —୨. Fame; renown.
୩. ବାବାଦୁରି; ପ୍ରଶଂସା —୩. Praise.

ହଜୁରଙ୍କ କେରାମତ ନେକନାମି ଦୁନିଆରେ ଜାହେ଼ର ଫକୀରମୋହନ. ଛମାଣ ଆଠଗୁଣ୍ଠ

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ନେକ୍ନାମ)

[ସମ୍ପାଦନା]

ସୁଖ୍ୟାତିଯୁକ୍ତ — Renowned.