Jump to content

ନେକ୍ନିୟତୀ

ଉଇକିଅଭିଧାନ‌ରୁ

ନେକ୍ନିୟତୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷଣ - (ଫାରାସୀ - ନେକ୍+ଆରବୀ - ନୀୟତ୍=ସଂକଳ୍ପ)

୧. ଉତ୍ତମ ସଂକଳ୍ପକାରୀ ବ୍ୟକ୍ତି; ଯାହାର ଉଦ୍ଦେଶ୍ୟ ସାଧୁ —୧. Of good intention.
୨. ବିଶ୍ୱାସୀ —୨. Faithful.

ଦେଶଜ - ବିଶେଷ୍ୟ - (ଫାରାସୀ - ନେକ୍ନୀୟତୀ)

[ସମ୍ପାଦନା]
୧. ସଦୁଦ୍ଦେଶ୍ୟ — ୧. Good intention.
୨. ବିଶ୍ୱାସିତା — ୨. Trustworthiness; faithfulness.