Jump to content

ନେଗି

ଉଇକିଅଭିଧାନ‌ରୁ

ନେଗି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର ବିଶେଷ୍ୟ -

[ସମ୍ପାଦନା]

କିରାନୀ — A clerk.

[ଦ୍ରଷ୍ଟବ୍ୟ —ହିନ୍ଦୀରେ ନେଗ୍ ଶବ୍ଦର ଅର୍ଥ କର୍ମରେ ଭୃତ୍ୟାଦିଙ୍କୁ ଦିଆ ଯିବା ବକ୍ସିସ୍ ବା ବଧେଇ ଓ ନେଗୀ ଶବ୍ଦର ଅର୍ଥ ଯେଉଁମାନଙ୍କୁ ବଧେଇ ଦିଆଯାଏ ଅର୍ଥାତ୍ ଭୃତ୍ୟାଦି]