Jump to content

ନେଟ୍ରିବା

ଉଇକିଅଭିଧାନ‌ରୁ

ନେଟ୍ରିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ନେତ୍ର)

[ସମ୍ପାଦନା]

ଅପଲକ ନେତ୍ରରେ ଚାହିଁ ରହିବା — To stare at.

(ଯଥା—ମୋର୍ଦି (ମୋ ଆଡ଼କୁ) କାଏଁ ଯେ (କିପାଇଁ) ନେଟ୍ରିଛେ (ଅପଲକଦୃଷ୍ଟିରେ ଚାହିଁ ରହିଛି?)

[ଦ୍ରଷ୍ଟବ୍ୟ —ଏକ ଘୃଣାର୍ଥରେ ପ୍ରଯୁକ୍ତ ହୁଏ]