Jump to content

ନେଣ୍ ଦେଣ୍

ଉଇକିଅଭିଧାନ‌ରୁ

ନେଣ୍ ଦେଣ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନେଏଣ ଦେଏଣ, ନେଣା ଦେଣା, ନେଣି ଦେଣିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସହଚର ; ସଂସ୍କୃତ - ନୟନ ଓ ଦାନ; ସଂସ୍କୃତ - ଲଭନ ଓ ଦାନ)

[ସମ୍ପାଦନା]
୧. ନେବା ଓ ଦେବା; ନିଆଦିଆ — ୧. Giving and taking.
୨. ବ୍ୟବସାୟଗତ ଅଦଳବଦଳ — ୨. Exchange; barter.


୩. ବାଣିଜ୍ୟ; ବୟସାୟ; କାରବାର (ଯେହିଁରେ ପଣ୍ୟ ଓ ଧନାଦିର ଆଦାନ ପ୍ରଦାନ ହୁଏ) — ୩. Business transaction;; trade; marcantile transaction.
୪. ବିକ୍ରି ଖରିଦ — ୪. Sale and Purchase of things.
୫. ବିକ୍ରି ସମ୍ପତ୍ତି ପାଇଁ କ୍ରେତା ବିକ୍ରେତା ମଧ୍ୟରେ ମୂଲ୍ୟର ଆଦାନ ପ୍ରଦାନ —୫. Passing of consideration for a property sold.
୬. ପାଉଣା ଦେଣା; କୌଣସି ବ୍ୟକ୍ତିର ଅନ୍ୟଠାରୁ ପ୍ରାପ୍ୟ ଓ ଅନ୍ୟକୁ ଦେୟ ଧନ ବା ବସ୍ତୁ — ୬. Dues and debts of a person; assets and liabilities of a person.