ନେତାରଂମନ୍ୟ
ଯେ ପ୍ରକୃତରେ ନେତା ନୁହନ୍ତି ଅଥଚ ନେତା ବୋଲି ଗର୍ବ କରନ୍ତି —One who gives one's self the airs of a leader; one who calls himself a leader though he is not actually so.