ନେତି
=== ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ନ. ଇତି; ଯାହାଙ୍କର ଇତି ବା ଅନ୍ତ ନାହିଁ)
ଈଶ୍ୱର; ପରଂବ୍ରହ୍ମ —The supreme spirit; god.