Jump to content

ନେତି ଧୋତି

ଉଇକିଅଭିଧାନ‌ରୁ

ନେତି ଧୋତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନେତ୍ର=ମନ୍ଥରରଜ୍ଜୁ +ଧୋତି=ଧୋଇବା)

[ସମ୍ପାଦନା]

ହଠ ଯୋଗ ସାଧନର ପ୍ରକିୟାବିଶେଷ; ଖଣ୍ଡିଏ ସରୁ ଲମ୍ୱକନା ପେଟରେ ଭରତି କରି ଅନ୍ତ ସଫା କରିବାର ଯୌଗିକ ପ୍ରାଣାଳୀ —An exercise done by j̄ogīs by thrusting a long and narrow strip of cloth in the belly and bringingt it out ti cleanse the intestines.

(ଧୋତି ୪ ଦେଖ)