Jump to content

ନେତୃତ୍ନ

ଉଇକିଅଭିଧାନ‌ରୁ

ନେତୃତ୍ନ

ଉଚ୍ଚାରଣ

[ସମ୍ପାଦନା]

(ନେତୃତା—ବି)

ସଂସ୍କୃତ - ବିଶେଷ୍ୟ - (ନେତୃ+ଭାବାର୍ଥରେ ତ୍ୱ)

[ସମ୍ପାଦନା]
୧. ନାୟକତ୍ୱ — ୧. Leadership.


୨. ତତ୍ୱାବଧାରଣ — ୨. Guidance; management.