Jump to content

ନେତ୍ରାଞ୍ଜଳ

ଉଇକିଅଭିଧାନ‌ରୁ

ନେତ୍ରାଞ୍ଜଳ

ଉଚ୍ଚାରଣ

[ସମ୍ପାଦନା]

(ନେତ୍ରାନ୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ନେତ୍ର+ଅଞ୍ଜଳ)

[ସମ୍ପାଦନା]
୧. ନେତ୍ରପ୍ରାନ୍ତ — ୧. The outer corner of the eye.
୨. ଚକ୍ଷୁର ପ୍ରାନ୍ତ ଓ କାନର ମଧ୍ୟବର୍ତ୍ତୀ ଅଂଶ —୨. The part between the outer corner of the eye and the ear.