ନେତ୍ରାଭିଷ୍ୟନ୍ଦ
ଦେଖଣା
ନେତ୍ରାଭିଷ୍ୟନ୍ଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଆଖିଧରା ରୋଗ — Ophthalmia.
[ଦ୍ରଷ୍ଟବ୍ୟ —ଏ ରୋଗରେ ଆଖି ଡ଼ୋଳା ନାଲି ହୁଏ ଓ ବିନ୍ଧେ, ଆଖିଭିତରେ ବାଲି ପଶିଲାପରି ପୀଡ଼ା ଜଣାଯାଏ, ଆଖିଭିତରକୁ ଛୁଞ୍ଚିମାରିଲାଭଳି ବେଦନା ହୁଏ, ମୁଣ୍ଡ ବିନ୍ଧେ, ଆଖିରୁ ପାଣି ଓ ଲେନ୍ଦରା ବୁହେ ଏ ରୋଗର ଚିକିତ୍ସା ନ କଲେ ଏହା ମାରାତ୍ମକ ଅଭିମନ୍ଥ ରୋଗରେ ପରିଣତ ହୋଇ ଆଖି ପାଚିଯାଏ ଓ ଆଖି ଫୁଟିଯାଏ ଏ ରୋଗ ଡ଼ୢଆଁ ରୋଗ]