Jump to content

ନେତ୍ରୀ

ଉଇକିଅଭିଧାନ‌ରୁ

ନେତ୍ରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - (ନୀ ଧାତୁ+କର୍ତ୍ତୃ. ତୁ=ନେତୃ+ସ୍ତ୍ରୀ. ଈ)

[ସମ୍ପାଦନା]

ନେତାର ସ୍ତ୍ରୀଲିଙ୍ଗ —Feminine of Netā

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଶିକ୍ଷୟିତ୍ରୀ —୧. A famale teacher.
୨. ଲକ୍ଷ୍ମୀ —୨. Goddess Lakshmī
୩. ନଦୀ —୩. River.