Jump to content

ନେତ୍ରୋତ୍ସବ

ଉଇକିଅଭିଧାନ‌ରୁ

ନେତ୍ରୋତ୍ସବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନେତ୍ର+ଉତ୍ସବ)

[ସମ୍ପାଦନା]
୧. ଚକ୍ଷୁର ଆନନ୍ଦଦାୟକ ବସ୍ତୁ — ୧. A feast to the eyes; any beautiful object; a delight of the eye.
୨. ଦେଖିବାର ମଜା —୨. Delightful feeling experienced on seeing a lovely object.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରଥଯାତ୍ରାର ପୂର୍ବଦିନ ଜଗନ୍ନାଥ ମହାପ୍ରଭୁଙ୍କ ହେବା ଉତ୍ସବ —A festival of the Deity Jagannātha on the eve of the car festival.

[ଦ୍ରଷ୍ଟବ୍ୟ —ଏ ଦିନ ନୂତନ ଚିତ୍ରିତ ଜଗନ୍ନାଥ ପ୍ରତିମାଙ୍କର ଚକ୍ଷୁ ରଙ୍ଗାଯାଏ (ଚକ୍ଷୁର୍ଦାନ ହୁଏ)]