Jump to content

ନେତ୍ର ଗୋଳକ

ଉଇକିଅଭିଧାନ‌ରୁ

ନେତ୍ର ଗୋଳକ

ଉଚ୍ଚାରଣ

[ସମ୍ପାଦନା]

ନେତ୍ର ପିଣ୍ଡ, ନେତ୍ର ମଣ୍ଡଳ ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ନେତ୍ର+ଗୋଲକ)

[ସମ୍ପାଦନା]
୧. (୬ଷ୍ଠୀ ତତ୍)— ଆଖିର ଡ଼ୋଳା —୧. Eyeball.
୨. (ବହୁବ୍ରୀହି)—ବିରାଡ଼ି — ୨. The cat.