ନେତ୍ର ଯୋନି
ଦେଖଣା
ନେତ୍ର ଯୋନି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ବହୁବ୍ରାହି; ନେତ୍ର+ଯୋନି= ଉତ୍ପତ୍ତିସ୍ଥାନ) (ଅତ୍ରିମୁନିଙ୍କ ନୟନରୁ ଚନ୍ଦ୍ରଙ୍କ ଉତ୍ପତ୍ତି ହୋଇଥିବାରୁ) ଚନ୍ଦ୍ର —୧. The moon.
- ୨. ଯୋନି ଚିହ୍ନମାନ ନେତ୍ରରୂପେ ପରିଣତ ହେଲା ଯାହାଙ୍କର)—ଇନ୍ଦ୍ର —୨. Indra.
[ଦ୍ରଷ୍ଟବ୍ୟ —ଗୁରୁ ଗୌତମଙ୍କ ଶାପରୁ ଇନ୍ଦ୍ରଙ୍କ ଶରୀରଯାକ ସହସ୍ର ଯୋନିଚିହ୍ନଦ୍ୱାରା ଆବୃତ ହୋଇଥିଲା ପରେ ଉକ୍ତ ଚିହ୍ନମାନ ନେତ୍ର— ରୂପେ ପରିଣତ ହେଲା]