Jump to content

ନେତ୍ର ରଞ୍ଜନ

ଉଇକିଅଭିଧାନ‌ରୁ

ନେତ୍ର ରଞ୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ନେତ୍ର+ରଞ୍ଜନ)

[ସମ୍ପାଦନା]

ଅଞ୍ଜନ; କଜ୍ଜ୍ୱଳ —Collyrium

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ନୟନ ପ୍ରୀତିକର — Pleasing to the eye.