ନେତ୍ର ରୋଗ
ଦେଖଣା
ନେତ୍ର ରୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନେତ୍ର+ରୋଗ)
[ସମ୍ପାଦନା]ଚକ୍ଷୁର ରୋଗ — Disease of the eye.
[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ଅନୁସାରେ ନେତ୍ରରୋଗ ୭୬: ପ୍ରକାର ତହିଁମଧ୍ୟରୁ ୧ ବାୟୁଜନ୍ୟ, ୧୩: କଫଜନ୍ୟ, ୧୬: ରକ୍ତଜନ୍ୟ. ୧ ପିତ୍ତଳ., ୨୫: ସନ୍ନପାତଜ ଓ ବାହ୍ୟ ଅଟେ ଏହି ୭୬: ରୋଗ ମଧ୍ୟରୁ ୯ ସଂଧିଗତ, ୨୧: ବର୍ତ୍ତୃଗତ,୧୧ଶୁକ୍ଳଭାଗ ସ୍ଥିତ, ୪ କୃଷ୍ଣଭାଗ ସ୍ଥିତ, ୧୭: ସର୍ବତ୍ରଗତ ଓ ୨ ବାହ୍ୟ ଅଟେ ହିନ୍ଦୀ - ଶବ୍ଦସାଗର]