Jump to content

ନେଦିଷ୍ଠ

ଉଇକିଅଭିଧାନ‌ରୁ

ନେଦିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ନେଦିଷ୍ଠା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - (ଅନ୍ତିକ=ସମୀପ+ଅତିଶୟାର୍ଥେ ଇଷ୍ଠ; ନିପାତନସିଦ୍ଧ)

୧. ଅତି ନିକଟବର୍ତ୍ତୀ; ନିକଟତମ — ୧. Nearest; adjacent.
୨. ନିପୁଣ —୨. Clever.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଙ୍କୋଟ ବୃକ୍ଷ (ଦେଖ) - — Aṇkorṭa tree (See)