ନେପଥ୍ୟ
ଦେଖଣା
ନେପଥ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନେ=ନାୟକ+ପଥ୍ୟ=ଯୋଗ୍ୟ ବା ମନୋହର)
[ସମ୍ପାଦନା]- ୧. ବେଶ; ସଜ୍ଜା —୧. Dress; attire.
- ୨. ଅଳଙ୍କାର —୨. Ornament.
- ୩. ବେଶ ରଚନା ଗୃହ; ଅଭିନେତୃ ଦଳ ଯେଉଁ ଘରେ ସଜ୍ଜିତ ହୁଅନ୍ତି —୩. Dressing room; green room.
- ୪. ରଙ୍ଗଭୁମି; ରଙ୍ଗଶାଳା —୪. Stage; theatre.
- ୫. ଅଭିନୟ ସ୍ଥଳର ଅନ୍ତରାଳ —୫. The part of the theatre behind the scene.
- ୬. . ନଟ ଓ ନଟୀଙ୍କ ବେଶ —୬. Stage costume.