Jump to content

ନେପଥ୍ୟେ

ଉଇକିଅଭିଧାନ‌ରୁ

ନେପଥ୍ୟେ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ

[ସମ୍ପାଦନା]

ରଙ୍ଗମଞ୍ଚର ଅନ୍ତରାଳରେ ଅର୍ଥାତ୍ ବେଶ ଗୃହ ମଧ୍ୟରେ —Behind the scene.

[ଦ୍ରଷ୍ଟବ୍ୟ —ଅଭିନୟ ହେବା ସମୟରେ ରଙ୍ଗମଞ୍ଚର ପଛ ଆଡ଼ୁ କେହି କିଛି କଥା କହିବାର ହେଲେ ତାହାକୁ ନାଟକୀୟ ଭାଷାରେ 'ନେପଥ୍ୟେ' ବୋଲାଯାଏ]