Jump to content

ନେପାଳି ବାଘ

ଉଇକିଅଭିଧାନ‌ରୁ

ନେପାଳି ବାଘ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତୁଳ. ଇଂରାଜୀ - ଲି(ଲେ)ଓପାଡ଼୍= କେନ୍ଦୁଆ ବାଘ)

[ସମ୍ପାଦନା]
୧. ହେଟା ବାଘ —୧. Hyena
୨. (ସଂସ୍କୃତ - ଚିତ୍ର ବ୍ୟାଘ୍ର; ଦ୍ୱୀପୀ)—କେନ୍ଦୁଆ; କଲରା ପତ୍ରିଆ ବାଘ; ଚିତା ବାଘ —୨. Leopard; Felis Pardus; Felis Leopardus.

[ଦ୍ରଷ୍ଟବ୍ୟ —ଏମାନେ ମହାବଳ ବାଘ ଅପେକ୍ଷା ଛୋଟ ଓ ଏମାନଙ୍କ ଦେହଯାକ କଲରା ପତ୍ର ପରି କଳା ଚେକା ଚେକା ଦାଗ ଥାଏ]