ନେପାଳ ନିମ୍ୱ
ନେପାଳ ଜାତ ତିକ୍ତ ତରୁବିଶେଷ — Dirachta tree of Nepal.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ସଂସ୍କୃତ - ନାମ ନୈପାଳ, ଜ୍ୱରାନ୍ତକ, ଅର୍ଘତିକ୍ତ ନିଦ୍ରାର, ସନ୍ନିପାତହା ଓ ତୃଣ ନିମ୍ୱ; ଏହା ଜ୍ୱରର ପ୍ରଧାନ ଔଷଧ]