ନେପ୍ଚୁନ୍
ଦେଖଣା
ନେପ୍ଚୁନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରସୀ ଭାଷା)
[ସମ୍ପାଦନା]ଗ୍ରହବିଶେଷ — Neptune, the name of a planet.
[ଦ୍ରଷ୍ଟବ୍ୟ —ଏ ଗ୍ରହର ଅବସ୍ଥିତି ପୂର୍ବେ ଜଣା ନ ଥିଲା; ୧୮୪୬: ଖ୍ରୀଷ୍ଟଦ୍ଦରେ ପାଶ୍ଚାତ୍ୟ ପଣ୍ଡତମାନେ ଦୂରବୀକ୍ଷଣ ଯନ୍ତ୍ର ସାହା ଯ୍ୟରେ ଏ ଗ୍ରହର ଅବସ୍ଥିତ ଆବିଷ୍କାର କଲେ ଏହା ଆକାରଦୃଷ୍ଟିରେ ଗ୍ରହମାନଙ୍କ ମଧ୍ୟରେ ତୃତୀୟ ଶ୍ରେଣୀର ଏହା ସୌର ଜଗତରେ ସୂର୍ଯ୍ୟଙ୍କଠାରୁ ଦୁରତମ ଗ୍ରହ ଅଟେ ଏଥିର ବ୍ୟାସ ୩୭: ହଜାର ମାଇଲ୍; ଏହା ସୂର୍ଯ୍ୟଙ୍କ ଠାରୁ ୨୮: କୋଟି ମାଇଲ୍ ଦୁରରେ ଅବସ୍ଥିତ ଏହା ୧୬୪: ବର୍ଷରେ ସୂର୍ଯ୍ୟଙ୍କ ଚାରି ଆଡ଼େ ଥରେ ଘୁରି ଆସେ ପୃଥୀବୀ ଚାରି ପାଖେ ଚନ୍ଦ୍ର ବୁଲିଲା ପରି ଏ ଗ୍ରହର ମଧ୍ୟ ଗୋଟିଏ ଚନ୍ଦ୍ର ଅଛି; ଏହି ଚନ୍ଦ୍ର ନେପଚୁନର ଚାରିପାଖେ ୫ ଦିନ ୨୧: ଘଣ୍ଟାରେ ଥରେ ଘୁରିଆସେ (ହିନ୍ଦୀ - ଶବ୍ଦସାଗର)]