Jump to content

ନେବା ଦେବା

ଉଇକିଅଭିଧାନ‌ରୁ

ନେବା ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନବା ଦବା—ଗ୍ରାମ୍ୟରୂପ)

ଦେଶଜ - କ୍ରି. (ବିପରୀତାର୍ଥକ ସହଚର)

[ସମ୍ପାଦନା]

କୌଣସି ପଦାର୍ଥକୁ କୌଣସି ବ୍ୟକ୍ତିଠାରୁ ନେବା ଓ ତାହା ପୁଣି ଫେରାଇ ଦେବା —To take and give back a thing.


ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଆଦାନ ପ୍ରଦାନ — ୧. Taking and giving.
୨. ବ୍ୟବସାୟରେ ବିନିମୟ — ୨. Exchange in business; barter.
୩. କରଜ ନେବା ଓ ସୁଝିବା — ୩. Traking a loan and repaying it.
୪. ବ୍ୟବସାୟୀ ଓ ଖରଦଦାରଙ୍କ ମଧ୍ୟରେ ଧନ ଓ ପଣ୍ୟ ଦ୍ରବ୍ୟାଦିର ପରସ୍ପର ଆଦାନ ପ୍ରଦାନ — ୪. Business transaction.