Jump to content

ନେମି

ଉଇକିଅଭିଧାନ‌ରୁ

ନେମି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ=ପାଇବା+କରଣ. ମି)

[ସମ୍ପାଦନା]
୧. ଚକ୍ରର ପରିଧି; ପହି; ଚକ୍ରର ଧାର ବା ପ୍ରାନ୍ତ — ୧. Circumference of a wheel; rim of a wheel.

ଚକ୍ର ନେମିକ୍ରମେ ଭାଗ୍ୟ ଭ୍ରମେ ଏ ଜଗତେ କେବେ ତଳେ ଉପରେ ବା କେବେ ଏହିମତେ ମଧୂସୂଧନ—କର୍ମବଧ

୨. କୂଅନନ୍ଦର ଫନ୍ଦ; ଘୋଡ଼ାନନ୍ଦ — ୨. The edge of the upper ring surrounding well.
୩. କୂପୋପରିସ୍ଥ କାଠର ଚଉକାଠ ବା ତେକାଠ — ୩. The trangular or rectangular wooden frame fitted on the mouth of a well (for facility of drawing water).
୪. ତିନିଶ ଗଛ; ବାନ୍ଧଣ ଗଛ (ଏଥିରେ ରଥ ଓ ଶଗଡ଼ ଚକର ନେମୀ ତିଆରି ହେଉଥିବାରୁ) — ୪. A timber tree; Ougenia Dalbergioides.
୫. (+ଅଧି. ମି)—ତୀର୍ଥସ୍ଥାନ — ୫. A place of pilgrimage.
୬. ବଜ୍ର —୬. Thunder.