ନେମୀ
ଦେଖଣା
ନେମୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ=ପାଇବା+କରଣ. ମି)
[ସମ୍ପାଦନା]- ୧. ଚକ୍ରର ପରିଧି; ପହି; ଚକ୍ରର ଧାର ବା ପ୍ରାନ୍ତ — ୧. Circumference of a whell; rim of a wheel.
ଚକ୍ର ନେମିକ୍ରମେ ଭାଗ୍ୟ ଭ୍ରମେ ଏ ଜଗତେ କେବେ ତଳେ ଉପରେ ବା କେବେ ଏହିମତେ ମଧୂସୂଧନ—କର୍ମବଧ
- ୨. କୂଅନନ୍ଦର ଫନ୍ଦ; ଘୋଡ଼ାନନ୍ଦ — ୨. The edge of the upper ring surrounding well.
- ୩. କୂପୋପରିସ୍ଥ କାଠର ଚଉକାଠ ବବା ତେକାଠ — ୩. The trangular or rectangular wooden frame fitted on the mouth of a well (for facilityy of drawing water).
- ୪. ତିନିଶ ଗଛ; ବାନ୍ଧଣ ଗଛ (ଏଥିରେ ରଥ ଓ ଶଗଡ଼ ଚକର ନେମୀ ତିଆରି ହେଉଥିବାରୁ) — ୪. A timber tree; Ougenia dalbergioides.
- ୫. (+ଅଧି. ମି)—ତୀର୍ଥସ୍ଥାନ — ୫. A place of pilgrimage.
- ୬. ବଜ୍ର —୬. Thunder.