ନେହୁଡ଼ିବା
ଦେଖଣା
ନେହୁଡ଼ିବା
ଉଚ୍ଚାରଣ
[ସମ୍ପାଦନା](ନେଉଡ଼ିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନେହୁଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ନେଉଡ଼ିବା; ଆଣ୍ଠୁ ମାଡ଼ି ବସିବା — ୧. To kneel down.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୨. ପୂର୍ବକାଳରେ ଚାହାଳୀରେ ପିଲାଙ୍କୁ ଦିଆଯିବା ଦଣ୍ଡବିଶେଷ —୨. A kind of punishment for children of village schools in olden times.
[ଦ୍ରଷ୍ଟବ୍ୟ —ଏ ଦଣ୍ଡ ଭୋଗିବା ପିଲା ଗୋଡ଼କୁ ସିଧା କରି ବା ଆଣ୍ଠୋଇ କରି ଅଣ୍ଟା ଲୁଆଁଇ ଦୁଇ କରତଳକୁ ଭୁଇଁରେ ରଖି ନିର୍ଦ୍ଦିଷ୍ଟକାଳପର୍ଯ୍ୟନ୍ତ ଅବସ୍ଥାନ କରେ ]