Jump to content

ନେହୁରା ପଡ଼ିବା

ଉଇକିଅଭିଧାନ‌ରୁ

ନେହୁରା ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବିନୀତ ପ୍ରାର୍ଥନା କରିବା — To request humbly.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଖୋସାମତ; ବିନତି — Beseeching; humble request.