Jump to content

ନେ଼ଜକ

ଉଇକିଅଭିଧାନ‌ରୁ

ନେ଼ଜକ

ଉଚ୍ଚାରଣ

[ସମ୍ପାଦନା]
(ନେଜିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଫୁ. (ନିଜ୍ ଧାତୁ=ଧୌତ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]

ଧୋବା; ରଜକ —Washerman.

ସଂସ୍କୃତ - ବିଶେଷଣ - ଫୁ.

[ସମ୍ପାଦନା]

ଶୋଧକ; ପରିଷ୍କାରକ — Puritfying; cleansing.