Jump to content

ନେୟାର୍ଥତା

ଉଇକିଅଭିଧାନ‌ରୁ

ନେୟାର୍ଥତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶବ୍ଦଦୋଷବିଶେଷ (କବି ସଙ୍କେତ କରି ଯେଉଁ କଳ୍ପିତାର୍ଥ ପ୍ରୟୋଗ କରନ୍ତି ତାହା ଯେବେ କୌଣସି ବିଶେଷ ଶବ୍ଦ ଶକ୍ତିଦ୍ୱାରା ଗୃହୀତ ନ ହୁଏ ଆର୍ଥାତ୍ ଯେଉଁଠାରେ ଟଣା ଓଟରା କରି ଅର୍ଥ ନିଆଯାଏ ସେଠାରେ ନେୟାର୍ଥତା ଦୋଷ ହୁଏ) — A defect in composition where the meaning is farfetched.