Jump to content

ନୈକଟିକ

ଉଇକିଅଭିଧାନ‌ରୁ

ନୈକଟିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିକଟ+ସ୍ଥିତାର୍ଥେ. ଇକ)

[ସମ୍ପାଦନା]
୧. ନିକଟବର୍ତ୍ତୀ — ୧. Near by.
୨. ସନ୍ନୀହିତ —୨. Adjacent; contiguous.


ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗ୍ରାମ ନିକଟସ୍ଥ ଆଶ୍ରମବାସୀ ଋଷି —A sage having his hermitage near a village.